ଡିଲିମିଟେସନକୁ ନବୀନଙ୍କ ବିରୋଧ- ଷ୍ଟାଲିନଙ୍କ ନିମନ୍ତ୍ରଣକୁ ରକ୍ଷା କରି ସାମିଲ୍ ହେବେ ନବୀନ

ଡିଲିମିଟେସନର ସ୍ୱତନ୍ତ୍ର ବୈଠକକୁ ଯିବେ ନବୀନ। ଆସନ୍ତା ୨୬ରେ ଚେନ୍ନାଇରେ ହେବାକୁ ଥିବା ଡିଲିମିଟେସନ ବୈଠକକୁ ଯିବାକୁ ନବୀନ ନିବାସ ଯାଇ ନିମନ୍ତ୍ରଣ ଜଣାଇଛନ୍ତି ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀଙ୍କ…