ବଢିବ ଭାରତୀୟ ନୌସେନା ବଳ

ଶକ୍ତିଶାଳୀ ହେବାକୁ ଯାଉଛି ଭାରତୀୟ ନୌସେନା। ସମୁ୍ଦ୍ରରେ ବଢିବାକୁ ଯାଉଛି ନୌବୀରଙ୍କ ବଳ । ପ୍ରଥମ ଥର ପାଇଁ ନୌସେନାରେ ଏକାସଙ୍ଗରେ ସାମିଲ ହେବାକୁ ଯାଉଛି ବୁଡାଜାହଜ,…