ମଞ୍ଚରେ ଯାହାଙ୍କୁ ମୂର୍ଖ କୁହାଯାଇଥିଲା- ସେ ହିଁ ପିନ୍ଧିଲେ ବ୍ରହ୍ମାଣ୍ଡ ସୁନ୍ଦରୀ ମୁକୁଟ

ମିସ୍ ୟୁନିଭର୍ସ ୨୦୨୫ ପ୍ରତିଯୋଗିତାରେ ବଡ଼ ବିବାଦ ଆଗକୁ ଆସିଛି। ମିସ୍ ୟୁନିଭର୍ସ ମୁକୁଟ ମେକ୍ସିକୋର ଫାତିମା ପିନ୍ଧିଛନ୍ତି। ଏହି ସୁନ୍ଦରୀ ପ୍ରତିଯୋଗିତାରେ ବିଜୟୀଙ୍କୁ ନେଇ ଆପତ୍ତି…