ବୋକାରୋରେ ଏନକାଉଣ୍ଟର- ୮ ନକ୍ସଲ ମୃତ

ଝାଡ଼ଖଣ୍ଡ ବୋକାରୋରେ ନକ୍ସଲଙ୍କ ବିରୁଦ୍ଧରେ ବଡ଼ ଧରଣର ଅପରେସନ। ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୮ ନକ୍ସଲଙ୍କ ମୃତ୍ୟୁ ହୋଇଛି। ବହୁ ପରିମାଣରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଜବତ କରିଛି ପୁଲିସ।…