ଅର୍ଥ କମିଶନ ଆଗରେ ଓଡିଶାର ଦାବି

ଷୋଡ଼ଶ ଅର୍ଥ କମିଶନଙ୍କ ସହ ରାଜ୍ୟ ସରକାରଙ୍କ ସହ ଶେଷ ହୋଇଛି ବୈଠକ । ସାମ୍ବାଦିକ ସମ୍ମିଳନୀ କରି ଓଡ଼ିଶାର ଦାବି ସମ୍ପର୍କରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ…

ପିଉସିକୁ ପିଟିପିଟି ହତ୍ୟା କଲା ପୁତୁରା

ପିଉସିକୁ ପିଟିପିଟି ହତ୍ୟା କଲା ପୁତୁରା । ବରଗଡ଼ ସହରର ମହାରାଜା ଗଳି ନିକଟରେ ଘଟିଛି ଏଭଳି ହତ୍ୟାକାଣ୍ଡ ଘଟଣା । ହାତୁଡିରେ ପିଟିପିଟି ଜଣେ ମହିଳାଙ୍କୁ…

ଆପାର୍ଟମେଣ୍ଟ ରେଜିଷ୍ଟ୍ରେସନ- କେଁ ପୁରାଇଲେ ଆଇଜିଆର!

ଆପାର୍ଟମେଣ୍ଟ ପଞ୍ଜୀକରଣକୁ ନେଇ ପୁଣି କେଁ ପଶିଲା। ୨୦୧୭ ପୂର୍ବରୁ ପୂର୍ଣ୍ଣାଙ୍ଗ ପ୍ରମାଣପତ୍ର  ବା ଓସି ହାସଲ କରିଥିବା ଆପାର୍ଟମେଣ୍ଟଗୁଡିକୁ ପଞ୍ଜୀକୃତ କରାଯିବ। ନଗର ଉନ୍ନୟନ ବିଭାଗ…

ଘାରିଲା ନଦୀ ସୁରକ୍ଷା ଚିନ୍ତା..

ବିଭିନ୍ନ ନଦୀର ସୁରକ୍ଷା ନେଇ ଅଣ୍ଟା ଭିଡ଼ିଲେ ସାମାଜିକ ସଂଗଠନ। ଭୁବନେଶ୍ୱରରେ ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଗଙ୍ଗୁଆ, ଦୟା ଓ ଚିଲିକା ବଞ୍ଚାଅ ସମ୍ମିଳନୀ ହୋଇଥିଲା…

ଦିଲ୍ଲୀ ଫାଇଟ୍: ଏକଜିଟ୍ ପୋଲ୍- କେତେ ସତ?

ଦିଲ୍ଲୀରେ ଏଥର କାହାର ସରକାର। ଆପ୍ ହାଟ୍ରିକ୍ ମାରିବ ନା ବିଜେପି କମବ୍ୟାକ୍ କରିବ। ନା କଂଗ୍ରେସ କରିସ୍ମା ଦେଖାଇବ। ତେବେ ବିଭିନ୍ନ ଏଜେନ୍ସିର ଏକଜିଟ୍ ପୋଲ…

ମହାକୁମ୍ଭରେ ୧୪୪ ବର୍ଷୀୟ ସନ୍ଥଙ୍କ ମୃତ୍ୟୁ

ଉତ୍ତରପ୍ରଦେଶର ପ୍ରୟାଗରାଜରେ ଚାଲିଛି ବିଶ୍ୱପ୍ରସିଦ୍ଧ ମହାକୁମ୍ଭ । ଦେଶବିଦେଶର ବିଭିନ୍ନ ପ୍ରାନ୍ଥରୁ କୋଟି କୋଟି ଶ୍ରଦ୍ଧାଳୁ, ସାଧୁ ସନ୍ଥ ଛୁଟି ଆସୁଛନ୍ତି । ମହାକୁମ୍ଭରେ ଜଣେ ଜୁନା…

ଠେଙ୍ଗା ତତ୍ତ୍ୱ- ବାବୁ ବନାମ ବିଜେଡି

ଖଣ୍ଡଗିରି ମେଳାରେ କୌଣସି ପରିସ୍ଥିତିରେ ଅଶ୍ଲୀଳତାକୁ ବରଦାସ୍ତ କରାଯିବନି। ଅଶ୍ଳୀଳ ନୃତ୍ୟ କଲେ  ଏଣିକି ଠେଙ୍ଗା ପାହାର। ଅଧର୍ମ ବୃଦ୍ଧି ହେଲେ ଠେଙ୍ଗା ଉଠାଯାଏ କହି ସଂସ୍କୃତି…

ଟ୍ରମ୍ପ ଟାରିଫ- କାହା ଉପରେ କି ପ୍ରଭାବ?

ଚୀନ୍, ମେକ୍ସିକୋ, କାନାଡ଼ା ଉପରେ ଚଢ଼ା ଶୁଳ୍କ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲଗାଇଛନ୍ତି। ମେକ୍ସିକୋରୁ ଆମଦାନୀ ସାମଗ୍ରୀ ଉପରେ ୨୫ ପ୍ରତିଶତ ଶୁଳ୍କ ମଙ୍ଗଳବାରରୁ କାର୍ଯ୍ୟକାରୀ…

ୟୁପିର ଫତେପୁରରେ ଦୁଇ ମାଲଗାଡ଼ି ଟ୍ରେନ୍ ମୁହାଁମୁହିଁ ଧକ୍କା

ୟୁପିର ଫତେପୁରରେ ଦୁଇ ମାଲଗାଡ଼ି ଟ୍ରେନ୍ ମୁହାଁମୁହିଁ। ଗୋଟିଏ ଟ୍ରାକରେ ପରସ୍ପରକୁ ଏତେ ଜୋରରେ ଧକ୍କା ଦେଲେ ଯେ, ଗୋଟିଏ ମାଲଗାଡ଼ି ଟ୍ରାକରୁ ହଟି ଏହାର ଇଞ୍ଜିନ୍…