ନିଟ୍-ୟୁଜି ମାମଲାରେ ତଦନ୍ତ କରିବ ସିବିଆଇ

ଆଜି ହେବାକୁ ଥିବା ନିଟ୍-ପିଜି ପ୍ରବେଶିକା ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଶୀଘ୍ର ପରୀକ୍ଷା ତାରିଖ ଘୋଷଣା କରାଯିବ କହିଲା ସ୍ୱାସ୍ଥ୍ୟ ମନ୍ତ୍ରାଳୟ। ନିକଟରେ ନିଟ୍ ପରୀକ୍ଷାରେ…