ଆୟକର ବିଲ୍ ପ୍ରତ୍ୟାହୃତ- ଅଗଷ୍ଟ ୧୧ରେ ଆସିବ ନୂଆ ବିଲ୍

ପ୍ରତ୍ୟାହାର ହେଲା ଆୟକର ବିଲ୍। ଲୋକସଭାରୁ ଇନକମ୍ ଟିକସ ବିଲ୍ ୨୦୨୫କୁ ପ୍ରତ୍ୟାହାର କରିନେଲେ ସରକାର। ଏହି ବିଲ୍ ଫେବୃଆରୀ ୨୦୨୫ରେ ସଂସଦରେ ଆଗତ ହୋଇଥିଲା। ଏହା…