ବିବାହ ବନ୍ଧନରେ ବାନ୍ଧି ହେଲେ ଚୈତନ୍ୟ ଓ ଶୋଭିତା

ବିବାହ ବନ୍ଧନରେ ବାନ୍ଧି ହେଲେ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରୀର ଅଭିନେତା ନାଗା ଚୈତନ୍ୟ ଓ ଶୋଭିତା ଧୂଲିପାଲା। ଉଭୟ ବୁଧବାର ଘନିଷ୍ଠ ସଂପର୍କୀୟ ଓ ବନ୍ଧୁମାନଙ୍କ ଉପସ୍ଥିତିରେ…