newborn baby

  • ତିନି ନବଜାତକ ଶିଶୁଙ୍କ ମୃତଦେହ ଉଦ୍ଧାର

    ଢେଙ୍କାନାଳ: ପୋଖରୀରେ ଭାସୁଛି ତିନି ନବଜାତକ ଶିଶୁଙ୍କ ମୃତଦେହ। ଏଭଳି ହୃଦୟବିଦାର ଦୃଶ୍ୟ ଦେଖିବାକୁ ମିଳିଛି ସଦର ଥାନା ଇନ୍ଦିପୁର ଗ୍ରାମରେ ଥିବା ନଟା ପୋଖରୀରେ। ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ୩ଟି ନବଜାତଶିଶୁଙ୍କ ମୃତଦେହ ଉଦ୍ଧାର କରିଛି। ତେବେ କେଉଁ ପରିସ୍ଥିତିରେ ତିନି ନବଜାତ ଶିଶୁଙ୍କ ମୃତଦେହ ପୋଖରୀକୁ ଆସିଲା ତାହା ଅସ୍ପଷ୍ଟ ହୋଇନାହିଁ। ଏନେଇ ପୋଲିସ ତଦନ୍ତ ଜାରି ରଖିଛି।

Back to top button