ସେବା କରି କେସ୍ ଖାଇଲି, ମାଆ ଭଉଣୀଙ୍କୁ ସପୋର୍ଟ କରିବାରୁ ଦାଉ ସାଧିଲେ ପତ୍ନୀ- ସାର୍ଥକ ସୌରଭ ମହାପାତ୍ର

ମାଆଙ୍କୁ ସମୟ ଦେବା ଯେମିତି ଅପରାଧ ସାଜିଥିଲା। ଛୁଆ ହେଲେ ସବୁ ସ୍ୱାଭାବିକ ହେବ ବୋଲି ଭାବନା ଭାବନାରେ ହିଁ ରହିଗଲା। କୋର୍ଟ ଉପରେ ଭରସା ଅଛି।…