ମାନହାନି ମାମଲାରେ ରାହୁଲଙ୍କୁ ବେଲ୍

ମାନହାନି ମାମଲାରେ ରାହୁଲଙ୍କୁ ମିଳିଲା ଜାମିନ୍। ଝାଡ଼ଖଣ୍ଡର ଚାଇବାସା କୋର୍ଟ ବେଲ୍ ଦେଇଛନ୍ତି। ବିଜେପି ନେତା ପ୍ରତାପ କଟ୍ଟିହାରଙ୍କ ଦ୍ୱାରା ଏହି ମାନହାନି ମକଦ୍ଦମା ରୁଜୁ ହୋଇଥିଲା।…