ଜାତୀୟ

ନୂଆ ଭାରତର ଇତିହାସରେ ଆଜିର ଦିନ ସ୍ୱର୍ଣ୍ଣାକ୍ଷରରେ ଅଂକିତ ହେବ – ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : କେନ୍ଦ୍ରୀୟ ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆ ସଂସଦକୁ ଦେଶବାସୀଙ୍କୁ ସମର୍ପିତ କରାଯିବାକୁ ନେଇ କହିଛନ୍ତି ଯେ ନୂଆ ଭାରତର ଇତିହାସରେ ଆଜିର ଦିନ ସ୍ୱର୍ଣ୍ଣାକ୍ଷରରେ ଅଙ୍କିତ ହେବ ।

ଶ୍ରୀ ପ୍ରଧାନ ଟ୍ୱିଟ କରି କହିଛନ୍ତି ଯେ ନୂଆ ଭାରତର ଇତିହାସରେ ଆଜିର ଦିନ ସ୍ୱର୍ଣାକ୍ଷରରେ ଅଂକିତ ହେବ । ପ୍ରଧାନମନ୍ତ୍ରୀଙ୍କ କର କମଳରେ ସମର୍ପଣ କରାଯାଇଥିବା ନୂଆ ସଂସଦ ଭବନ ସମସ୍ତଙ୍କୁ ଗୌରବାନ୍ୱିତ କରୁଥିବା ଭଳି ସମୟ । ଆମର ସଂସ୍କୃତି, ସାମର୍ଥ୍ୟ ଓ ସଂକଳ୍ପ ଶକ୍ତିର ପ୍ରତୀକ ଲୋକତନ୍ତ୍ରର ଏହି ମନ୍ଦିର ଆମ ସମସ୍ତଙ୍କୁ କର୍ତବ୍ୟପଥରେ ଚାଲିବା, ଜନ ଭାଗିଦାରୀ ସହିତ ଦେଶକୁ ନୂଆ ଉଚ୍ଚତାକୁ ନେଇ ଯିବା ପାଇଁ ପ୍ରେରିତ କରୁଥିବ ।

Related Articles

Leave a Reply

Your email address will not be published.

Back to top button