ଗୋବରରେ ପ୍ରସ୍ତୁତ ହୋଇଛି ଡଙ୍ଗା ।ପରିବେଶ କୁ ରଖିବ ପ୍ରଦୂଷଣ ମୁକ୍ତ

ରାତି ପାହିଲେ କାର୍ତ୍ତିକ ପୂର୍ଣ୍ଣିମା । କାର୍ତ୍ତିକ ପୂର୍ଣ୍ଣିମାରେ ସୋଲ ଓ ପ୍ଲାଷ୍ଟିକ୍ ଡଙ୍ଗା ସମସ୍ତେ ଭସାନ୍ତି । କିନ୍ତୁ ପରିବେଶକୁ ଧ୍ୟାନରେ ରଖି ତିଆରି କରାଯାଇଛି…

ତାଳଚେରରେ ଥମୁନି କଳାବେପାର ।ଅଭିଯୋଗ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ

କଳା ହୀରା ବା କୋଇଲାର ସହର ତାଳଚେର । ଇଂରେଜ ଶାସନ ସମୟରୁ ୧୮୩୭ ମସିହାରେ ଏଠାରେ ମାଟି ତଳେ କୋଇଲା ଥିବା ନେଇ ଚିହ୍ନଟ ହୋଇଥିଲା…

ମାର୍ଚ୍ଚ୩୧ ସୁଦ୍ଧା ସବୁ ଥାନାରେ ଲାଗିବ ସିସିଟିଭି

ଭରତପୁର ଥାନାରେ କ୍ୟାପଟେନ ଓ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ମାମଲାରେ ହାଇକୋର୍ଟରେ ଶୁଣାଣି ।  ଏଥିପାଇଁ ରାଜ୍ୟ ସରକାର ଜାରି କଲେ ସ୍ବତନ୍ତ୍ର ଏସଓପି ।  ଏ ନେଇ…

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ବନ୍ଦେ ଭାରତ ଏକ୍ସପ୍ରେସ

ବଡ଼ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି ବନ୍ଦେ ଉତ୍କଳ ଏକ୍ସପ୍ରେସ ଟ୍ରେନ। ବଡ଼ ଧାରଣ ର ଦୁର୍ଘଟଣା ଘଟାଇବାକୁ ଯୋଜନା କରିଥିଲେ ଦୁର୍ବୃତ୍ତ । ଟ୍ରେନ୍ ଧାରଣାରେ…

କମିଲା ସୁନା ଦର । ଗ୍ରାହକ ମାନଙ୍କ ମଧ୍ୟରେ ଖୁସିର ଲହରୀ

ଆଜି କଟକ ଓ ଭୁବନେଶ୍ୱରରେ ସୁନାର ଦରରେ ପରିବର୍ତ୍ତନ ରହିଛି । ଗତକାଲି ଅପେକ୍ଷା ସୁନାର ଦାମ୍  ବୃଦ୍ଧି ପାଇଛି  । ଆଜି ଭୁବନେଶ୍ୱରରେ ୧୦ ଗ୍ରାମର…

ଆମ୍ବ ଟାକୁଆ ଜାଉ ଖାଇବା ପ୍ରସଙ୍ଗ ଉଠାଇ ସରକାର ଙ୍କୁ ଟାର୍ଗେଟ କଲେ ନବୀନ

ବିଜେପି ସରକାର  ଲୋକଙ୍କ ପ୍ରତି ଅଣଦେଖା ମନୋଭାବକୁ କଡ଼ା ସମାଲୋଚନା କରିଛନ୍ତି ବିଜେଡ଼ି ସୁପ୍ରୀମୋ ନବୀନ ପଟ୍ଟନାୟକ । ସେ କହିଛନ୍ତି ଯେ ଆମର ବାର ବର୍ଷ…

ରେଙ୍ଗାଲି ମୁଖ୍ୟ କେନାଲରୁ ଚାଲାଣ ଚାଲିଛି ବେଆଇନ୍ ମାଟି

 ରେଙ୍ଗାଳି ବାମ ମୁଖ୍ୟ କେନାଲର ବାରିହାପୁର ଗ୍ରାମ ଠାରୁ ବେଆଇନ ଭାବେ ହଜାର ହଜାର ଟ୍ରିପ ଗଛିତ ଥିବା ମାଟିକୁ ଉଠାଇ ନେଇଛି ମଣ୍ଟିକାଲ ନାମକ ଠିକାସଂସ୍ଥା।…

କଳାକାର ଭତ୍ତାରେ ଜାଲିଆତି

ଭଦ୍ରକ ଜିଲ୍ଲାରେ କଳାକାରଙ୍କ ଭତ୍ତାରେ ବ୍ୟାପକ ଜାଲିଆତି ନେଇ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମ୍ମୁଖରେ କଳାକାର ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ। ଜାଲିଆତି କରି ଭତ୍ତା ପାଉଥିବା…

ନଭେମ୍ବର ରେ ମିଳିବ ସୁଭଦ୍ରାର ତୃତୀୟ ପର୍ଯ୍ୟାୟ ଟଙ୍କା

ନଭେମ୍ବର ଶେଷ ସପ୍ତାହରେ ୨୦ ଲକ୍ଷ ରୁ ଅଧିକ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରାର ତୃତୀୟ ପର୍ଯ୍ୟାୟ ଟଙ୍କା । ଡିସେମ୍ବରରେ ମିଳିବ ଚର୍ତୁଥ ପର୍ଯ୍ୟାୟ ଟଙ୍କା ।…

ସହରାଞ୍ଚଳ ସ୍ବାସ୍ଥ୍ୟ କେନ୍ଦ୍ରରେ ଚୋରୀ ୩ ଅଭିଯୁକ୍ତ ଗିରଫ

ରାୟଗଡ଼ା ଜିଲ୍ଲା ସଦର ପୌରପରିଷଦ ଅଞ୍ଚଳ ରିଙ୍ଗରୋଡ ସ୍ଥିତ ସହରାଂଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର-୧ରେ ଗତ ୨୯ ତାରିଖ ଦିନ   ଚୋରି ହୋଇଥିବା ଘଟଣାରେ ସେଠାରେ…

 ଘନ କୁହୁଡି ପାଇଁ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର,

ବେଗୁନିଆ ଅଞ୍ଚଳରେ ପ୍ରବଳ କୁହୁଡୁ ହେତୁ ଜନ ଜୀବନ ଅସ୍ତବ୍ୟସ୍ତ। ଆଜି ସକାଳୁ ସକାଳୁ ଏହି ଘନ କୁହୁଡି ଦେଖିବାକୁ ମିଳୁଛି ବେଗୁନିଆ ଅଞ୍ଚଳରେ। ରାସ୍ତାଘାଟରେ ଗାଡି…