ପ୍ରସଙ୍ଗ ମାଳ ମାଳ-ମୌସୁମୀ ଅଧିବେଶନ ସରଗରମ

ଗୁରୁବାରରୁ ବିଧାନସଭାର ମୌସୁମୀ ଅଧିବେଶନ। ବିରୋଧୀଙ୍କ ହାତରେ ମାଳ ମାଳ ପ୍ରସଙ୍ଗ। ମହିଳା ସୁରକ୍ଷା, ସାର ସଙ୍କଟ, ଚାଷୀ ଦୁର୍ଦ୍ଦଶା, ଆଇନଶୃଙ୍ଖଳା ଭଳି ପୁଳା ପୁଳା ମୁଦ୍ଦାକୁ…

ପ୍ରଧାନ ସେବକଙ୍କ ଜନ୍ମଦିନ- ସେବା ପକ୍ଷରେ ଶୁଭକାମନା

ପ୍ରଧାନମନ୍ତ୍ରୀ ମୋଦିଙ୍କ ୭୫ତମ ଜନ୍ମଦିନକୁ ନେଇ ସବୁଠି ନିଆରା କାର୍ଯ୍ୟକ୍ରମ। ତାଙ୍କ ଜନ୍ମଦିନ ଅବସରରେ ବିଜେପି ଆଜିଠୁ ଦେଶବ୍ୟାପୀ ସେବା ପକ୍ଷ ପାଳନ କରିଛି। ଅକ୍ଟୋବର ୨…

ଶ୍ରୀମୟୀଙ୍କୁ ଚେତାବନୀ- ସୀମାରେ ରୁହ

ଧୃତରାଷ୍ଟ୍ର ଓ ଭଣ୍ଡ ସନ୍ୟାସୀ ଉପାଖ୍ୟାନକୁ ନେଇ ଶ୍ରୀମୟୀ ମିଶ୍ରଙ୍କ ଉପରେ ଚିହିଁକି ଉଠିଛି ବିଜେଡି। ସୋସିଆଲ ମିଡିଆରେ ଶ୍ରୀମୟୀ ନାଁ ନ ନେଇ କ୍ରମାଗତ ନବୀନ…

ପାର୍ଟ-ପ୍ଲଟ ଦ୍ୱନ୍ଦ୍ୱ : SUSPEND ନୁହେଁ, SOP ହିଁ ସମାଧାନ

ପାର୍ଟ-ପ୍ଲଟ ରେଜିଷ୍ଟ୍ରେସନକୁ ଯିଏ ମନା କରିବ, ସେ ସବ୍‌-ରେଜିଷ୍ଟ୍ରାରଙ୍କୁ ସସପେଣ୍ଡ କରିବି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏଭଳି କଥା ଦେଇଛନ୍ତି। ଏହା ସହ କହିଥିଲେ, ବେଶୀ…

ସାର ସଙ୍କଟ- ଚାଷୀଙ୍କ ସଂଘର୍ଷ

ଚାଷୀଙ୍କୁ ମିଳୁନି ୟୁରିଆ ସାର। ପ୍ରବଳ ବର୍ଷାରେ ଆଧାର କାର୍ଡକୁ ଜଗି ରହିଛନ୍ତି ଛେଣ୍ଡିପଦା ଚାଷୀ। ଅନୁଗୁଳ ଛେଣ୍ଡିପଦାରେ ଏଭଳି ଅଭାବନୀୟ ଦୃଶ୍ୟ ପୁଣି ଦେଖାଦେଇଛି। ରାତି…

ପାର୍ଟ-ପ୍ଲଟ ପଞ୍ଜୀକରଣ: ମନା କଲେ ସସପେଣ୍ଡ ହେବେ ସବରେଜିଷ୍ଟ୍ରାର- ମନ୍ତ୍ରୀ ସୁରେଶ ପୂଜାରୀ

ପାର୍ଟ-ପ୍ଲଟ ପଞ୍ଜୀକରଣକୁ ନେଇ କାହିଁକି ଦିନକୁ ଦିନ ବଢ଼ୁଛି ଦ୍ୱନ୍ଦ୍ୱ। କାହିଁକି କୌଣସି ସ୍ପଷ୍ଟତା ରଖୁନାହାନ୍ତି ସରକାର। ଏଭଳି ଅଚଳାବସ୍ଥାକୁ ହଟାଇବାକୁ ବାରମ୍ୱାର ରାଜସ୍ୱ ଓ ନଗର…

ଗୋଟିଏ ଦିନରେ ଭିଜିଲାନ୍ସ ପଞ୍ଝାରେ ୪: ୨୦୧୯ ଓଏଏସ ଟପ୍ପର ଅଶ୍ୱିନୀ ପଣ୍ଡା ଆରେଷ୍ଟ

ଆଜି ଗୋଟିଏ ଦିନରେ ୩ ଜଣ ସରକାରୀ ଅଫିସର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସମ୍ୱଲପୁର ବାମରା ତହସିଲଦାର ଅଶ୍ୱିନୀ କୁମାର ପଣ୍ଡା, ନୟାଗଡ଼ ଜିଲ୍ଲା ଶ୍ରମ ଅଧିକାରୀ…

ପାର୍ଟ-ପ୍ଲଟ ସମସ୍ୟା: ଏସଓପି ଆଣ ଓ ଅପ୍ରାସଙ୍ଗିକ ଆଇନକୁ ହଟାଅ

ପାର୍ଟ ପ୍ଲଟ ପଞ୍ଜୀକରଣ ସମସ୍ୟା ହଟୁନି। ଦୀର୍ଘ ବର୍ଷ ଧରି ଲାଗିରହିଥିବା ଅଚଳାବସ୍ଥା ହଟାଇବାକୁ ରାଜସ୍ୱ ଓ ନଗର ଉନ୍ନୟନ ବିଭାଗର ମିଳିତ ବୈଠକରୁ କୌଣସି ଠୋସ୍…

ପ୍ରଫୁଲ୍ଲ ମଲ୍ଲିକ ବିଜେଡିରୁ ସସପେଣ୍ଡ୍..

ଦଳର ପରିଚାଳନାକୁ ନେଇ ଅସନ୍ତୋଷ ଓଗାଳିବାରୁ ଦଳରୁ ସସପେଣ୍ଡ ହେଲେ ପ୍ରଫୁଲ୍ଲ ମଲ୍ଲିକ। ଦଳବିରୋଧୀ କାର୍ଯ୍ୟକଳାପରେ ସଂଶ୍ଲିଷ୍ଟର ଟ୍ୟାଗଲାଇନ ଲଗାଇ ବିଜେଡି ପ୍ରଫୁଲ୍ଲଙ୍କୁ ନିଲମ୍ୱନ ଦଣ୍ଡ ଦେଇଛି।…

ବଢ଼ୁଛି ବିଜେଡି କନ୍ଦଳ : ପରିଚାଳନାକୁ ନେଇ ପ୍ରତିବାଦ-ପଶ୍ଚାତାପ

ବିଜେଡିରୁ ମୁହଁ ଫେରାଇନେବାର ସିରିଜ ଜାରି ରହିଛି। ଏହି କ୍ରମରେ ପାଣ୍ଡିଆନଙ୍କ ବିରୁଦ୍ଧରେ ବିଷୋଦଗାର କରି ଦଳ ଛାଡ଼ିଛନ୍ତି ଛାତ୍ର ନେତା ହରିଶଙ୍କର ରାଉତ। ଛାତ୍ର ଓ…

ସଙ୍କଟରେ ଶଙ୍ଖଶିବିର- ସନ୍ଦେହରେ ନୀତି ଓ ନେତୃତ୍ୱ!

ବିଜେଡିରେ ବିଦ୍ରୋହର ବହ୍ନି। ଉପକୂଳରେ ଅରୁଣ, ଶ୍ରୀମୟୀଙ୍କ ବୟାନ ବିଜେଡିକୁ ଦୋହଲାଇଥିଲା ବେଳେ ଦକ୍ଷିଣରେ ଭାସ୍କର ଓ ଲାଲବିହାରୀ ହିମିରିକା ଦଳକୁ ବାଏ ବାଏ କରି ବିଦ୍ରୋହର…

ଅଡ଼ୁଆରେ ପୁରାଇଦେଲେ ଅର୍ଚ୍ଚନା- ଟଙ୍କା ଗଲା, ଟେନସନ ଆସିଲା!

କାଶୀପୁର ମୌଜାର ମନ୍ଦିର ଜମି ରେଜିଷ୍ଟ୍ରେସନ କେଳେଙ୍କାରୀରେ ଖଣ୍ଡଗିରି ସବ-ରେଜିଷ୍ଟ୍ରାର ଅର୍ଚ୍ଚନା ଗୌଡ଼ଙ୍କ ଭୂମିକା କଅଣ ଥିଲା। ଉଭୟ କ୍ରେତା ଓ ବିକ୍ରେତାଙ୍କୁ ଫସାଇଦେଲେ କି ମ୍ୟାଡାମ୍!…