ପୁରୀ ବାଣ ବିସ୍ଫୋରଣ ଘଟଣା : ବଢୁଛି ମୃତ୍ୟୁ ସଂଖ୍ୟା

() ପୁରୀ ବାଣ ବିସ୍ଫୋରଣ ଘଟଣା। ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ହୋଇଛି। ଆହୁରି ୨୪ ଜଣ ଗୁରୁତରଙ୍କ ଚିକିତ୍ସା ଚାଲିଛି। ସେମାନଙ୍କ ମଧ୍ୟରେ ୫ଜଣ ନାବାଳକ…