୧୭ ଜୁଲାଇ ଓଡ଼ିଶା ବନ୍ଦକୁ ସଫଳ କରିବା ପାଇଁ ଆହ୍ଵାନ

ଆସନ୍ତାକାଲି ଓଡ଼ିଶା ବନ୍ଦ କୁ ସଫଳ କରିବାକୁ ରାଜ୍ୟବାସୀଙ୍କୁ ୮ଟି ରାଜନୈତିକ ଦଳ ତରଫରୁ ନିବେଦନ। ଭୁବନେଶ୍ୱରରେ ଆଠଟି ବିରୋଧୀ ରାଜନୈତିକ ଦଳ ଏକ ମିଳିତ ସାମ୍ବାଦିକ…