ଓଇଆରସି ଅଧ୍ୟକ୍ଷ ଭାବେ ପ୍ରଦୀପଙ୍କୁ ଶପଥ କରାଇଲେ ରାଜ୍ୟପାଳ

ଓଇଆରସି ବା ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ଅଧ୍ୟକ୍ଷ ଭାବେ ବିଧିବଦ୍ଧ ଦାୟିତ୍ୱ ନେଲେ ପ୍ରଦୀପ କୁମାର ଜେନା। ଅଧ୍ୟକ୍ଷ ଭାବେ ପ୍ରଦୀପଙ୍କୁ ପଦ ଓ ଗୋପନୀୟତାର…