ଚିକିଟି ମଦ ମୃତ୍ୟୁ ଘଟଣା : ୨ ଅଧିକାରୀଙ୍କ ବଦଳି

ବ୍ରହ୍ମପୁର ଚିକିଟି ମଦ ମୃତ୍ୟୁ ଘଟଣା ପରେ ୨ ଅଧିକାରୀଙ୍କୁ ବଦଳି କରାଯାଇଛି । ବ୍ରହ୍ମପୁର ଅବକାରୀ ଇନ୍ସପେକ୍ଟର ଓ ଏସ୍‌ଆଇଙ୍କ ବଦଳି କରାଯାଇଛି। ଅବକାରୀ ଇନ୍ସପେକ୍ଟର…