ବିଜ୍ଞାନ ଓ ପ୍ରଯୁକ୍ତି

ପିଏସଏଲଭି ସି-୫୬ ସଫଳ ଉତକ୍ଷେପଣ ପାଇଁ ଇସ୍ରୋ କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିଏସଏଲଭି ସି-୫୬ର ସଫଳ ଉତକ୍ଷେପଣ ପାଇଁ ଇସ୍ରୋ କୁ ଅଭିନନ୍ଦନ ଜଣାଇଛନ୍ତି ।

ସେ ଟ୍ୱିଟ କରି କହିଛନ୍ତି, ଆଏଜି ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାବନ ମହାକାଶ କେନ୍ଦ୍ର ଠାରେ ସିଙ୍ଗାପୁରର ଡିଏସ-ଏସଏଆର ଉପଗ୍ରହ ସମେତ ସାତୋଟି ଉପଗ୍ରହକୁ ନେଇ ପିଏସଏଲଭି ସି-୫୬ ର ସଫଳ ଉତକ୍ଷେପଣ ପାଇଁ ଇସ୍ରୋ କୁ ଅଭିନନ୍ଦନ ଜଣାଉଛି ।

Related Articles

Leave a Reply

Your email address will not be published.

Back to top button