ସସପେଣ୍ଡ ପାଇଁ ଖାତିର ନାହିଁ- କିନ୍ତୁ ମନ୍ତ୍ରୀ କ୍ଷମା ମାଗନ୍ତୁ

ବିବାଦରେ ମହାରାଷ୍ଟ୍ରର ଜଙ୍ଗଲ ମନ୍ତ୍ରୀ ଗିରିଶ ମହାଜନ। ଗଣତନ୍ତ୍ର ଦିବସ ଭାଷଣରେ ବାବା ସାହେବ ଆମ୍ୱେଦକରଙ୍କ ନାଁ ଜାଣିଶୁଣି ପଢ଼ିଲେନି। ଏହାକୁ ନେଇ ବିବାଦ ତେଜିଛି। ନାସିକରେ…