online

  • ପୁରୁଣା ନୋଟକୁ ବିକିଲେ ମିଳିବ ଲକ୍ଷାଧିକ ଟଙ୍କା

    ଡାକ ଟିକେଟ ସଂଗ୍ରହ କରିବାର ନିଶା ଲୋକ ମାନଙ୍କର ରହଛି । ଦେଶ ତଥା ଦେଶ ବାହାରେ ବହୁ ଲୋକଙ୍କର ଏହି ନିଶା ରହିଛି । କିନ୍ତୁ ଆଉ ଏକ ଅଜବ ନିଶା । କେଉଁ ପୁରୁଣା ଜିନିଷ ଆପଣଙ୍କ ପାଇଁ ମୁଲ୍ୟବାନ ହୋଇଯିବ ଆପଣ ଭାବିନଥିବେ । ରାତା ରାତି ଆପଣ ଲକ୍ଷପତି କିମ୍ଭା କୋଟିପତି ହଇଯିବେ । ପୁରୁଣା ଜିନିଷ ଭାବି କେବେ ଏହାକୁ ଫୋପାଡି ଦେବେ ନାହିଁ । ସାଇତି ରଖନ୍ତୁ କେତେବେଳେ କାମରେ ଆସିଯାଇପାରେ । କଣ ଏହି ଜିନିଷ । ପୁରୁଣା ନୋଟ କୁ ବିକିଲେ ମିଳିବ ଲକ୍ଷାଧିକ ଟଙ୍କା । ପୁରିଣା କଏନ ସଂଗ୍ରହ କରୀ ଲକ୍ଷ ଲକ୍ଷ ଟଙ୍କା ଦେଇ କିଣୁଛନ୍ତି ।

    ଇ କମର୍ସ ୱେସାଇଟ ରେ ଲୋକ ମାନେ ଏହି କଏନ କିଣା ବିକା କରୁଛନ୍ତି । ୫ ଟଙ୍କିଆ ପୁରୁଣା ନୋଟ ରହିଛି ଆପଣଙ୍କ ପାଖରେ ଆପଣ ୩୫ ହଜାର ରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପାଇବେ । ଶୀକା ର ଗୋଟିଏ ବଣ୍ଡଲ ୧୧ ରୁ ୧୦ ଲକ୍ଷ ଟଙ୍କା ରେ ବିକ୍ରି ହେଉଛି । ଏହି ବଣ୍ଡଲରେ ୧୦ ଟି ଶୀକା ରହିଛି । ଯାହା ମଧ୍ୟ୍ୟରୁ ୧୯୬୧ ମସିହାର ୪ ଟି ଶୀକା ହାଇଥିବା ବେଳେ ୩ ଟି ୧୯୬୨ ଓ ୩ ଟି ୧୯୬୩ ମସିହାର । ଯେଉଁ ୫ ଟଙ୍କିଆ ନୋଟ ଉପରେ ୭୮୬ ନମ୍ଭର ଲେଖା ସହତି ଟ୍ରାକ୍ଟର ଚିହ୍ନ ଥିବା ନୋଟ ଆପଣଙ୍କ ପାଖରେ ଅଚି ତାହେଲ ଆପଣ ୨ ଲକ୍ଷ ଟଙ୍କା ପାଇବା ପାଇଁ ଯୋଗ୍ୟ ।

    ଭାରତୀୟ ରୀଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଏହି ନୋଟ ବିରଳ । ଏହି ନୋଟ କୁ ବିକିବେ କେମତି ତାହ ଜାଣିବା ନିହାତି ଦରକାର । ଏହି ନୋଟ କୁ ବିକିବା ପାଇଁ ଏହାର ଅଫିସିଆଲ ୱେସାଇଟ୍ କୁ ଯିବେ www. ebay.com ହୋମ ପେଜ କୁ ଯାଇ ରେଜିଷ୍ଟେସନ କରିବେ ।ପୁଣି ସେଲର ଭାବରେ ଆପଣଙ୍କୁ ରେଜିଷ୍ଟେସନ କରିବେ । ମେମୋ ର ଗୋଟିଏ ଫଟୋ ଉଠାଇ ୱେବାସାଇଟେ ର ଅପଲୋଡ କରିବେ । ebay ଆପଣଙ୍କ ବିଜ୍ଞାପନ ଯେଉଁ ଲୋକ ମାନେ କିଣିବା ପାଇଁ ଆଗ୍ରହୀ ଥିବେ ଓ ଏହି ପ୍ଲାଟଫର୍ମରେ ଥିବେ ସେମାନେ ଦେଖିପାରିବା ପରେ ଆପଣଙ୍କୁ ଯୋଗାଯୋଗ କରିବେ ।ପୁରଣା ନୋଟ ଚକ୍କର ରେ ଲୋକ ମାନେ ମଧ୍ୟ୍ୟ ଠକାମିର ଶିକାର ହୋଇଛନ୍ତି ।

    ଧୋକ୍କା ରେ ପଡନ୍ତୁ ନାହିଁ, ପୁରୁଣା ନୋଟ ଖର୍ଦ୍ଦୀ ବିକ୍ରି ସହ ଆରବିଆଇ ର କୌଣସି ସମ୍ପର୍କ ନାହିଁ ୧୦ ଓ ୨୦ ଟଙ୍କା ନୋଟ ମଧ୍ୟ୍ୟ ଅନଲାଇନ୍ ନିଲାମ ହେବ । ପୁରଣା ନୋଟ ଖୋଜିବା ପାଇଁ ଲୋକ ମାନେ ପଇସା ଖର୍ଚ୍ଚ କରି ଥକିପଡିଲେଣି । ପଇସା ରୋଜଗାର କରିବାର ଭଲ ମାଧ୍ୟ୍ୟମ । ଘରେ ବସି ରୋଜଗାର କରି ଲକ୍ଷପତି ବନିବେ କିନ୍ତୁ ଏଥିପାଇଁ ସତର୍କ ଓ ସଜାଗ ରହିବାକୁ ପଡିବ ନଚେତ ଠକାମିର ଶିକାର ହୋଇ ଚର୍ଚ୍ଚାର ପରିସର ଆସିବେ ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିବେ ।

    ସ୍ମରଜିତ୍ ଆର୍ଯ୍ୟ ଙ୍କ ରିପୋର୍ଟ

Back to top button