ଧରାଶାୟୀ ଧରାଲି- ପ୍ରକୃତିର ପ୍ରଳୟ

ଉତ୍ତରାଖଣ୍ଡରେ ପ୍ରକୃତିର ତାଣ୍ଡବ। କ୍ଷୀରଗଙ୍ଗା ନଦୀ ଅବବାହିକାରେ ବାଦଲଫଟା ବର୍ଷାରୁ ଅଚାନକ ବନ୍ୟା ଓ ଭୂସ୍ଖଳନରୁ ଉତ୍ତରକାଶୀ ଜିଲ୍ଲାର ଧରାଲି ଗାଁରେ ବିପୁଳ କ୍ଷୟକ୍ଷତି ହୋଇଛି। ଅନେକଙ୍କ…