ପରୀକ୍ଷାରେ ବିଭ୍ରାଟ- ତୃଟି ସ୍ୱୀକାର କଲା ବିଭାଗ

ଓପିଏସସି ପରେ ଓଏସଏସସି ପରୀକ୍ଷାରେ ବଡ଼ ଧରଣର ତୃଟି। ପାଠ୍ୟକ୍ରମର କିଛି ଅଂଶରୁ ପ୍ରଶ୍ନ ପଡିନଥିବା ଅଭିଯୋଗ ହୋଇଛି। ଏକ୍ସାଇଜ୍ ଓ ଟ୍ରାଫିକ୍ ଏସଆଇ ପରୀକ୍ଷାରେ ଭୁଲ୍…