ରାଜରାସ୍ତରେ ଗର୍ଜିଲା ଆଉଟସୋର୍ସିଙ୍ଗ୍ କର୍ମଚାରୀ ମହାସଂଘ

ରାଜରାସ୍ତରେ ଗର୍ଜିଲା ଓଡ଼ିଶା ସରକାରୀ ଆଉଟ ସୋର୍ସିଙ୍ଗ୍ କର୍ମଚାରୀ ମହାସଂଘ। ମୁଖ୍ୟମନ୍ତ୍ରୀ ଅମଲାତନ୍ତ୍ରର ଫାଶରୁ ବାହାରି ନିଜ କଥା ରକ୍ଷା କରିବା ସହ ନ୍ୟାୟ ଦେବାକୁ ଦାବି…