ତଳିଆ ଅଞ୍ଚଳରେ ପଶିଲା ବନ୍ୟାଜଳ

ବାଲେଶ୍ୱର: ବାଲେଶ୍ୱର ତଳିଆ ଅଞ୍ଚଳରେ ପଶିଲା ସୁବର୍ଣ୍ଣରେଖା ନଦୀର ପାଣି। ଚାନ୍ଦମାରିପଡିଆ, ଫୁଲାଡି, କଣ୍ଟାବଣିଆ ଆଦି ଅଞ୍ଚଳରେ ବନ୍ୟା ପାଣି ପଶିବାରୁ ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି।…