ସଂସଦରେ ରାହୁଲ ତାତି, ଗୃହ ମୁଲତବୀ

() ରାହୁଲଙ୍କୁ ନେଇ ସଂସଦରେ ହଙ୍ଗାମା। ବିଦେଶରେ ରାହୁଲ ଦେଇଥିବା ବୟାନକୁ ନେଇ ପାର୍ଲିଆମେଣ୍ଟରେ ଅଚଳାବସ୍ଥା। ରାହୁଲ ଭାରତର ଅପମାନ କରିଛନ୍ତି, ତେଣୁ ରାହୁଲଙ୍କ କ୍ଷମା ପ୍ରାର୍ଥନା…

୧୨ ବିରୋଧୀ ସାଂସଦଙ୍କ ବିରୁଦ୍ଧରେ ପ୍ରୋସିଡିଂ

() ସଂସଦରେ ସ୍ୱାଧିକାର ଭଙ୍ଗ ହୋଇଛି। ସ୍ୱାଧିକାର ଭଙ୍ଗ କରିଛନ୍ତି ବିରୋଧୀ। ସେଥିଲାଗି ରାଜ୍ୟସଭାର ୧୨ ବିରୋଧୀ ସାଂସଦଙ୍କ ବିରୁଦ୍ଧରେ ପ୍ରୋସିଡିଂ ଲାଗି ଅନୁମତି ଦେଇଛନ୍ତି ଅଧ୍ୟକ୍ଷ…

ସର୍ବଦଳୀୟ ବୈଠକରେ ବିବିସି ଡକ୍ୟୁମେଣ୍ଟାରୀ, ଆଦାନୀ ଷ୍ଟକ୍ସ ପ୍ରସଙ୍ଗ ଉଠାଇଲେ ବିରୋଧୀ

ନୂଆଦିଲ୍ଲୀ: ୩୧ ଜାନୁଆରୀରୁ ଅନୁଷ୍ଠିତ ହେବାକୁ ଥିବା ବଜେଟ ଅଧିବେଶ ପୂର୍ବରୁ ସୋମବାର କେନ୍ଦ୍ର ସରକାର ସର୍ବଦଳୀୟ ବୈଠକ ଡକାଇଥିବା ବେଳେ ବିରୋଧୀଙ୍କ ପକ୍ଷରୁ ଆଦାନୀ ଷ୍ଟକ୍ସ,…

କୋଭିଡକୁ ନେଇ ସଂସଦରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବିବୃତ୍ତି

ନୂଆଦିଲ୍ଲୀ: ଚୀନରେ କରୋନା ସଂକ୍ରମଣ ବୃଦ୍ଧି ଓ ଦେଶରେ ନୂଆ କୋଭିଡ ଭାରିଆଣ୍ଟ ଚିହ୍ନଟ ପରେ ଗୁରୁବାର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା ରାଜ୍ୟ ସଭାରେ କରୋନା ସ୍ଥିତି…

ନିଜ ବୟାନ ଫେରାଇ ନେଲେ ପିୟୁଷ

ନୂଆଦିଲ୍ଲୀ: ଡିସେମ୍ବର ୭ରୁ ଆରମ୍ଭ ହୋଇଥିବା ସଂସଦର ଶୀତକାଳୀନ ଅଧିବେଶନ ହୋହଲ୍ଲା ଭିତରେ ଚାଲିଛି। ବିରୋଧୀ ତୱାଙ୍ଗ ମୁଦ୍ଦାକୁ ନେଇ ଚର୍ଚ୍ଚା ଦାବିରେ ଅଡି ବସିଛନ୍ତି। ସେପଟେ…

ସମୟ ପୂର୍ବରୁ ଶେଷ ହେବ ଶୀତ ଅଧିବେଶନ

ନୂଆଦିଲ୍ଲୀ: ସଂସଦର ଚଳିତ ଶୀତ ଅଧିବେଶନ ଧାର୍ଯ୍ୟ ସମୟର ଏକ ସପ୍ତାହ  ପୂର୍ବରୁ ସମାପ୍ତ ହୋଇଯିବ।  ଏକ ବିଶେଷ ସୂତ୍ରରୁ ମଙ୍ଗଳବାର ଏହି ସୂଚନା ମିଳିଛି। ସୂତ୍ର…

୮ମ ଦିନରେ ଚୀନ ପ୍ରସଙ୍ଗକୁ ନେଇ ସରଗରମ ସଂସଦ

ନୂଆଦିଲ୍ଲୀ: ଶୀତକାଳୀନ ଅଧିବେଶନର ଆଜି ଅଷ୍ଟମ ଦିନରେ କଂଗ୍ରେସ ସାଂସଦ ମନୀଷ ତିୱାରୀ ଚୀନ ପ୍ରସଙ୍ଗରେ ଲୋକସଭାରେ ମୁଲତବୀ ପ୍ରସ୍ଥାବ ପାରିତ କରିଛନ୍ତି। ଏହା ମଧ୍ୟରେ ଦିଲ୍ଲୀ…

ସୀମା ବିବାଦକୁ ନେଇ ମୁହାଁମୁହିଁ ମହାରାଷ୍ଟ୍ର-କର୍ଣ୍ଣାଟକ

ବେଙ୍ଗାଲୁରୁ:  ସୀମା ବିବାଦକୁ ନେଇ ମୁହାଁମୁହିଁ ମହାରାଷ୍ଟ୍ର-କର୍ଣ୍ଣାଟକ ସରକାର। ଉଭୟ ରାଜ୍ୟରେ ବିଜେପି ସରକାର କ୍ଷମତାରେ ରହିଥିବାବେଳେ କିନ୍ତୁ ଉଭୟ ସରକାରଙ୍କ ମଧ୍ୟରେ ଆରମ୍ଭ ହୋଇଛି ସୀମା…

ଗୋଆ ବାର ମାମଲା: ସ୍ମୃତିଙ୍କୁ ଆଶ୍ବସ୍ତି

ନୂଆଦିଲ୍ଲୀ: ସଂସଦରୁ ନେଇ କାଠଗଡ଼ା ଯାଏ। ବେଶ୍ କିଛି ଦିନ ହେଲା ଚର୍ଚ୍ଚାରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ। ସ୍ମୃତିଙ୍କ ବିରୁଦ୍ଧରେ ବିରୋଧୀଙ୍କଠୁ ନେଇ କିଛି ବ୍ୟକ୍ତିବିଶେଷ…