ନିର୍ଦ୍ଦୋଷକୁ ଦଣ୍ଡ ଦେଲେ ଚୁପ୍ ବସିବୁନି- ଭକ୍ତ

ଗୁରୁବାର ବିଧାନସଭା ଘେରାଓ ବେଳେ କଂଗ୍ରେସର ୪୦ କର୍ମୀ ଆହତ ହୋଇଛନ୍ତି। ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ପୁଲିସ ଗୁଣ୍ଡା ଭଳି ଧମକ ଦେଉଛି। ଆବଶ୍ୟକ…