ପିକନିକ ସ୍ପଟରେ ଭାବିସ୍ୱାମୀଙ୍କୁ ବାନ୍ଧିଲେ- ଯୁବତୀଙ୍କୁ କଲେ ଗଣଦୁଷ୍କର୍ମ

ନିର୍ବନ୍ଧ ସରିଥିଲା। ବାହାଘରକୁ ଅପେକ୍ଷା ଥିଲା। ଏହାରି ଭିତରେ ଭାବି ସ୍ୱାମୀଙ୍କ ସହ ପିକନିକ ସ୍ପଟ ବୁଲିବାକୁ ଯାଇଥିଲେ ଯୁବତୀ। କିନ୍ତୁ କନ୍ୟାର ସବୁକିଛି ଛାରଖାର ହୋଇଗଲା।…