ଜାତୀୟ

ପାଟଣା-ରାଞ୍ଚି ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ୍ ରନ୍

ପାଟଣା : ବିହାରର ରାଜଧାନୀ ପାଟଣାରୁ ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚି ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ୍ ରନ୍ ସୋମବାର ଶେଷ ହୋଇଛି । ବନ୍ଦେ ଭାରତ ଏକ୍ସପ୍ରେସ ଆଜି ସକାଳ ୬ଟା ୫୫ ରେ ପାଟଣାରୁ ରାଞ୍ଚି ଅଭିମୁଖେ ଯାତ୍ରା କରିଥିଲା । ଟ୍ରେନ୍ ଟି ଏହି ଯାତ୍ରା ଆରମ୍ଭ କରିବା ପୂର୍ବରୁ ପାଟଣା ଜଙ୍କସନରେ ବିଧି ମତେ ଟ୍ରେନ୍ କୁ ପୂଜାର୍ଚ୍ଚନା କରାଯାଇଥିଲା । ସବୁଜ ପତକା ଦେଖାଇବା ପରେ ଟ୍ରେନ୍ ଟି ରାଂଚି ଅଭିମୁଖେ ଯାତ୍ରା କରିଥିଲା । ଏହି ସେମି ହାଇସ୍ପିଡ ଟ୍ରେନ୍ ସକାଳ ୬ଟା ୫୫ ରେ ପାଟଣା ଜଙ୍କସନରୁ ରାଂଚି ଅଭିମୁଖେ ଯାତ୍ରା କରିଥିଲା ।

Related Articles

Leave a Reply

Your email address will not be published.

Back to top button