ସାର ସଙ୍କଟ- ଚାଲିପାରିଲାନି ବିଧାନସଭା

ସାର ସଙ୍କଟକୁ ନେଇ ଆଜି ଚାଲିପାରିଲାନି ବିଧାନସଭା। ମାତ୍ର ୪ ମିନିଟ୍ ଚାଲିଲା। ପ୍ରଶ୍ନକାଳ, ଶୂନ୍ୟକାଳ ଓ ମୁଲତବୀ ସବୁ ବାଏଁ ବାଏଁ ଉଡ଼ିଗଲା। ପ୍ରଶ୍ନକାଳ ଆରମ୍ଭରୁ…