ହସ୍ପିଟାଲ ନିର୍ମାଣ ଘୋଟାଲା- ଭାରଦ୍ୱାଜଙ୍କ ଘରେ ଇଡିର ୨୦ ଘଣ୍ଟା ରେଡ୍- ଦିଲ୍ଲୀ ପଲିଟିକ୍ସ ସରଗରମ

ଦୀର୍ଘ ୨୦ ଘଣ୍ଟାର ରେଡ୍। ଆମ୍ ଆଦମୀ ଦଳର ଦିଲ୍ଲୀ ଅଧ୍ୟକ୍ଷ ତଥା ପୂର୍ବତନ ମନ୍ତ୍ରୀ ସୌରଭ ଭାରଦ୍ୱାଜଙ୍କ ଘରେ ମଙ୍ଗଳବାର ସକାଳୁ ରେଡ୍ କରିଥିବା ଇଡି…