ଅତିଷ୍ଠରୁ ଆତ୍ମହତ୍ୟା- ନ୍ୟାୟ ପାଇଁ ସଂଘର୍ଷ!

ନ୍ୟାୟ ନ ପାଇ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଯାଉଛନ୍ତି ପୀଡ଼ିତା। ବାଲେଶ୍ୱରରୁ ବଳଙ୍ଗା। ବରଗଡ଼ରୁ ନବରଙ୍ଗପୁର। କିଏ ନିଆଁର ଆଁକୁ ଚାଲିଯାଉଛି ତ କାହାକୁ ପରିସ୍ଥିତି…