ଅର୍ଚ୍ଚନା ନାଗ ଏପିସୋଡରେ ଟ୍ୱିଷ୍ଟ- ବବି ବାଇଁଆ ଫସେଇଥିଲେ!

ପୁଣି ଫେରିଲା ଅର୍ଚ୍ଚନା ନାଗ ଏପିସୋଡ୍। ଗିରଫଦାରି ପଛର ଗୁମର ଖୋଲିଛନ୍ତି ପ୍ରେସମିଟରେ ଅର୍ଚ୍ଚନା। ଅର୍ଚ୍ଚନାଙ୍କୁ ଜେଲରେ ପୁରାଇବା ପଛରେ ବିଜେଡିର କିଏ କିଏ ଥିଲେ କାର୍ପଟଦାର,…