ପାକିସ୍ତାନ ସ୍ପାଏ- ଦେଶଦ୍ରୋହର ବହ୍ନି

ପାକିସ୍ତାନ ଲାଗି ଗୁପ୍ତଚର ସାଜିଥିଲେ। ଭାରତର ଅନେକ ସମ୍ୱେଦନଶୀଳ ତଥ୍ୟକୁ ଦେଉଥିଲେ ପାକିସ୍ତାନୀ ଏଜେଣ୍ଟଙ୍କୁ। ପାକିସ୍ତାନରେ ଡିନର ପାର୍ଟି, ଆଇଏସଆଇ ଏଜେଣ୍ଟ ସହ ଅନ୍ତରଙ୍ଗ ସମ୍ୱନ୍ଧ ରଖିଥିଲେ…