ତେଜସ୍ୱୀଙ୍କ ବିରୁଦ୍ଧରେ ଲଢ଼ିଥାଆନ୍ତେ- ଗୁଳି ଖାଇ ଜୀବନ ହାରିଲେ

ବିହାର ନିର୍ବାଚନ ପୂର୍ବରୁ ହିଂସା। ପାଟନାରେ ଆରଜେଡି ନେତା ଓ ପ୍ରପର୍ଟି ଡିଲର ରାଜକୁମାର ରାୟଙ୍କୁ ଗୁଳି କରି ହତ୍ୟା କରିଦିଆଗଲା। ଦୁଇ ଅଜ୍ଞାତ ଦୁର୍ବୃତ୍ତ ରାଜଙ୍କ…