ବିହାରରେ ପ୍ରଶ୍ନପତ୍ର ଲିକ୍ ,୩୭ ଜଣ ଗିରଫ

ବିହାରରେ ପ୍ରଶ୍ନପତ୍ର ଲିକ୍ ହୋଇଛି । ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ପଦବୀ ଲାଗି ରବିବାର ଅନୁଷ୍ଠିତ ଅନଲାଇନ ପରୀକ୍ଷାରେ ପ୍ରଶ୍ନ ପକତ୍ର ଲିକ୍ ହୋଇଥିବା ଜଣାପଡିଛି ।…