ଏମକେସିଜିରେ ପିଜି ଛାତ୍ରଙ୍କୁ ମାଡ଼ ମାରିବା ଘଟଣା, ୪ ଡ଼ାକ୍ତରଙ୍କୁ ବହିଷ୍କୃତ

ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ପିଜି ଡ଼ାକ୍ତର ଛାତ୍ରଙ୍କୁ ମାଡ଼ ମାରିବା ଘଟଣା। ୪ ପିଜି ଡ଼ାକ୍ତରଙ୍କୁ ବହିଷ୍କୃତ । ଜଣେ ଡ଼ାକ୍ତରଙ୍କୁ ୬ ମାସ ପର୍ଯ୍ୟନ୍ତ ହଷ୍ଟେଲ…