ରାହୁଲ ଗାନ୍ଧୀଙ୍କ କାର୍ଯ୍ୟାଳୟ ଉପରେ ଆକ୍ରମଣ

କଂଗ୍ରେସ କାର୍ଯ୍ୟାଳୟ ଉପରେ ଆକ୍ରମଣ। କେରଳରେ କଂଗ୍ରେସ କାର୍ଯ୍ୟାଳୟକୁ ଜବରଦସ୍ତି ପସିବା ସହ କଂଗ୍ରେସ କର୍ମୀଙ୍କ ଉପରେ ଆକ୍ରମଣ ହୋଇଛି। କଂଗ୍ରେସ ନେତା କେ.ସି ଭେନୁଗୋପାଲି କହିଛନ୍ତି…