ବୃଦ୍ଧ ଦମ୍ପତ୍ତିଙ୍କୁ ଲୁଟପାଟ କରି ହତ୍ୟା- ଏନକାଉଣ୍ଟରରେ ମଲା କୁଖ୍ୟାତ ଅପରାଧୀ ରାଜୁ ଖାନ

ଦୁର୍ବୃତ୍ତ ମୁଣ୍ଡରେ ଥିଲା ୫୦ହଜାର ଟଙ୍କାର ପୁରଷ୍କାର। ଆଉ ସେହି କୁଖ୍ୟାତ ଅପରାଧିକୁ ଏନକାଉଣ୍ଟର କରି ମାରିଲା ପୁଲିସ। ୟୁପିର ଫିରୋଜାବାଦରେ ଏନକାଉଣ୍ଟରରେ ଅପରାଧୀ ରାଜୁ ଖାନର…