ସ୍ୱାଧୀନତା ସଂଗ୍ରାମୀ ସାବରକର ଙ୍କ ଉପରେ ହବ ଚଳଚିତ୍ର, ଜାରିହେଲା ଫାଷ୍ଟ ଲୁକ୍‌

ସ୍ୱାଧୀନତା ସଂଗ୍ରାମୀ ବୀର ସାବରକର ଙ୍କ ଜନ୍ମ ବାର୍ଷିକୀରେ, ଆଜି ବଲିଉଡ ଅଭିନେତା ରଣଦୀପ ହୁଡା ସ୍ୱାଧୀନତା ସଂଗ୍ରାମୀଙ୍କ ବାୟୋପିକର ଫାଷ୍ଟ ଲୁକ୍ ସେୟାର କରିଛନ୍ତି |…