ଦୁଷ୍କର୍ମ ଓ ଗର୍ଭପାତ ମାମଲା- ପାଲକଡ଼ ବିଧାୟକଙ୍କ ଗିରଫଦାରି ଉପରେ ୧୫ ଯାଏଁ ଅଦାଲତି ରୋକ୍

ଦୁଷ୍କର୍ମ ମାମଲାରେ ବିଧାୟକଙ୍କୁ ଅଦାଲତି ଆଶ୍ୱସ୍ତି। ଡିସେମ୍ୱର ୧୫ ଯାଏ ଗିରଫଦାରି ଉପରେ ରୋକ୍ ଲଗାଇଲେ କେରଳ ହାଇକୋର୍ଟ। ୧୫ ତାରିଖରେ ବିଧାୟକଙ୍କ ଆଗୁଆ ଜାମିନ ଆବେଦନ…