ନାବାଳିକାକୁ ଗର୍ଭବତୀ କଲେ ଟ୍ୟୁସନ ସାର୍

୧୩ ବର୍ଷର ଛାତ୍ରୀକୁ ଟ୍ୟୁସନ ସାର କଲେ ଗର୍ଭବତୀ। ଏକ୍ସଟ୍ରା କ୍ଲାସ ଆଳରେ ପ୍ରତି ରବିବାର ଘରକୁ ଡାକୁଥିଲେ। ଆଉ ଜୋର ଜବଦସ୍ତି ଯୌନ ସମ୍ପର୍କ ରଖୁଥିଲେ।…