ଦଳାଚକଟା ଲାଗି ଦାୟୀ – ଅଧିକାରୀଙ୍କ ଉପରେ ଆକ୍ସନ

ଜୁନ୍ ୪ ତାରିଖରେ ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ ରେ ଆୟୋଜିତ ଆରସିବି ଆଇପିଏଲ୍ ବିଜୟ ଉତ୍ସବ ସମୟରେ ହୋଇଥିବା ଦଳାଚକଟା ଘଟଣାରେ କର୍ଣ୍ଣାଟକ ସରକାର ନେଇଛନ୍ତି ଆକ୍ସନ।…