ଅଦରକାରୀ ଜିନିଷ ପାଉଛନ୍ତି ଜୀବନ୍ତ ରୂପ, ମନ ମୋହୁଛି ଚିତ୍ରକଳା

ଦିନ ଯାହା ସମସ୍ତଙ୍କ ପାଇଁ ଅଦରକାରୀ ଥିଲା, ତାହା ଆଜି ଦରକାରୀ ସାମଗ୍ରୀର ପରିଣତ ହୋଇପାରିଛି ।  ଆଉ ଏହାକୁ କରି ଦେଖାଇଛନ୍ତି ଯାଜପୁର ପୌରପାଳିକା ଶ୍ରୀରାମପୁର…