ଶାହାରୁଖ ଖାନଙ୍କ କମ୍ପାନୀର ମୃତ ମହିଳା କର୍ମଚାରୀଙ୍କୁ ୬୨ଲକ୍ଷର ବୀମା

ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଶାହାରୁଖ ଖାନଙ୍କ ଜଣେ କର୍ମଚାରୀଙ୍କୁ କ୍ଷତିପୂରଣ ବାବଦରେ ମିଳିବ ୬୨ ଲକ୍ଷ ଟଙ୍କା। ଏହି ଅର୍ଥ ମୋଟର ଆକ୍ସିଡେଣ୍ଟ କ୍ଲେମ୍ ଟ୍ରିବ୍ୟୁନାଲ…