ଲୋନ୍ ଫ୍ରଡ୍- ଅମ୍ୱାନୀଙ୍କ ଘରେ ପଶିଲା ସିବିଆଇ

ଶିଳ୍ପପତି ଅନୀଲ ଅମ୍ୱାନୀଙ୍କ ଘରେ ସିବିଆଇ ରେଡ୍। ୧୭ହଜାର କୋଟି ଟଙ୍କାର ବ୍ୟାଙ୍କ ଘୋଟାଲା ସହ ଜଡ଼ିତ ମାମଲାରେ ସିବିଆଇ ଆଜି ରେଡ୍ କରିଛି। ଅମ୍ୱାନୀଙ୍କ କମ୍ପାନୀ…