ଏୟାରଇଣ୍ଡିଆ ବିମାନ କ୍ରାସ- ପାଇଲଟଙ୍କ ପାଗଳାମୀ ନା ସରକାରଙ୍କ ଲିପାପୋଛା!

ତଦନ୍ତ ସମ୍ପୂର୍ଣ୍ଣ ପୂର୍ବରୁ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାକୁ ନେଇ ପାଇଲଟଙ୍କୁ ଦୋଷୀ ସଜାଇଦିଆଗଲା। ସମୟ ପୂର୍ବରୁ ଏଭଳି ଅଣଦାୟିତ୍ୱସମ୍ପନ୍ନ ନିଷ୍ପତ୍ତିକୁ ନିନ୍ଦା କରିଛି ଭାରତୀୟ ପାଇଲଟ…