ଓଡ଼ିଶା

ଭୁବନେଶ୍ୱରର ପୂର୍ବତନ ପୌରାଧ୍ୟକ୍ଷ ଡାକ୍ତର ଜଗନ୍ନାଥ ମହାପାତ୍ରଙ୍କ ପରଲୋକ

ଭୁବନେଶ୍ୱର : ଭୁବନେଶ୍ୱରର ପୂର୍ବତନ ପୌରାଧ୍ୟକ୍ଷ ଡାକ୍ତର ଜଗନ୍ନାଥ ମହାପାତ୍ରଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୪ବର୍ଷ ହୋଇଥିଲା । ଜଗନ୍ନାଥ ଭୁବନେଶ୍ୱର ସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ବହୁ ନିକଟ ସମ୍ପର୍କୀୟ ଓ ସାଧାରଣ ଜନତା ସହିଦନଗର ସ୍ଥିତ ବାସଭବନରେ ପହଞ୍ଚି ସ୍ୱର୍ଗତ ଜଗନ୍ନାଥଙ୍କ ଶେଷ ଦର୍ଶନ କରିଛନ୍ତି । ଏହାପରେ ତାଙ୍କ ମର ଶରୀରକୁ ବିଏମସି କାର୍ଯ୍ୟାଳୟକୁ ଅଣାଯାଇଥିଲା । ସେଠାରେ ମେୟର ସୁଲୋଚନା ଦାସଙ୍କ ସମେତ ବହୁ କର୍ମଚାରୀ ଶେଷ ଦର୍ଶନ କରିଥିଲେ ।

Leave a Reply

Your email address will not be published.

Back to top button