ଜମି ରେଜିଷ୍ଟ୍ରେସନ- ସ୍ୱଛତା ପାଇଁ ବ୍ଲକଚେନ୍ ବ୍ୟବସ୍ଥା ଆଣନ୍ତୁ ସରକାର

ଜମି ରେକର୍ଡର ଡିଜିଟାଇଜେସନ ନିହାତି ଦରକାର। ଏମିତି ହେଲେ ଜମି କିଣାବିକାରେ ସ୍ୱଛତା ରହିବ। ପାରଦର୍ଶିତା ସହ ଉତ୍ତରଦାୟିତ୍ୱ ବି ଧାର୍ଯ୍ୟ ହୋଇପାରିବ। ସମସ୍ତ ଜମି ଓ…