ରାଜସ୍ୱ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ତାଗିଦ୍..

କୌଣସି କାମ ସଠିକ ଢଙ୍ଗରେ ଠିକ୍ ସମୟରେ ହୋଇପାରୁନି। ତଳସ୍ତରରେ ସମାଧାନ ହେଉଥିଲେ ଲୋକେ ଭୁବନେଶ୍ୱର କାହିଁକି ଆସନ୍ତେ। ସେଥିଲାଗି ଲୋକଙ୍କ ସମସ୍ୟା ଧୈର୍ଯ୍ୟର ସହ ଶୁଣନ୍ତୁ…